Below header
Browsing Tag

dahi kabab

ଆଜି ସନ୍ଧ୍ୟାରେ ବନାଇ ଖାଆନ୍ତୁ “ଦହି କବାବ”, ଚଟଣି ସହ ମଜା ଆସିଯିବ

କବାବ ତ ନିଶ୍ଚିତ ରୂପେ ଖାଇଥିବେ | କିନ୍ତୁ କେବେ ରେଶତୃରାନ୍ତ ଷ୍ଟାଇଲ ଦହି କବାବର ମଜା ନେଇଛନ୍ତିକି | ଉତ୍ତର ଭାରତ ସମେତ ଅନ୍ୟାନ ସ୍ଥାନରେ ଏହି ଦହି କବାବର ଅନେକ ଚାହିଦା ରହିଛି | ଏହାର ଆଉ ଏକ ଖାସିୟତ ହେଉଛି ପାଟିରେ ପକେଇବା ମାତ୍ରେ ଏହା ମିଳେଇ ଯାଏ | ଏହାକୁ ବନେଇବା ବି ଖୁବ ସହଜ |…

କେବେ ପ୍ରସ୍ତୁତ କରିଛନ୍ତି କି ସ୍ୱାଦିଷ୍ଟ ‘ଦହି କବାବ୍‌’, ଆଜି ହିଁ ଘରେ ବନାନ୍ତୁ

ଆପଣମାନେ ଅନେକ ପ୍ରକାର କବାବ ଖାଇଥିବେ, ତାହା ଆମିଷ ହେଉ ଅବା ନିରାମିଷ। କିନ୍ତୁ କେବେ ଦହିରୁ ପ୍ରସ୍ତୁତ କବାବ ଖାଇଛନ୍ତି କି ? ଯଦି ନା, ଆଜି ଆପଣଙ୍କୁ ଆମେ ଜଣାଇବୁ କିପରି ଏହାକୁ ପ୍ରସ୍ତୁତ କରିବେ। ଆପଣ ପଢି ଭାବୁଥିବେ କିପରି ଦହିରୁ ପ୍ରସ୍ତୁତ ହେବ କବାବ। ଏହି କବାବ ତିଆରି କରିବା ପାଇଁ…