Browsing Tag

dancing underwater

ପାଣି ଭିତରେ ତୁଫାନ ଭଳି ଡ୍ୟାନ୍ସ କରୁଛନ୍ତି ଜୟଦୀପ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୃତ୍ୟ ଏବଂ ସଂଗୀତକୁ ନେଇ ଅନେକ ଯୁବପିଢୀଙ୍କ ପାଖରେ ଉତ୍ସାହ ଦେଖିବାକୁ ମିଳିଥାଏ। ଏନେଇ ଗୁଜୁରାଟ ନିବାସୀ ଜଣେ ଯୁବକ ଆଶ୍ଚର୍ଯ୍ୟକର ଡ୍ୟାନ୍ସ କରି ଦେଖିଛନ୍ତି। ସେ ପୁଣି କୌଣସି ଖାଲି ସ୍ଥାନ କିମ୍ବା ଚଟାଣରେ ନୁହେଁ ବରଂ ପାଣି ଭିତରେ ଦେଖାଇଛନ୍ତି ଡ୍ୟାନ୍ସର କମାଲ୍‌। ଆଜ୍ଞା ହଁ ଏକଥା…