Below header
Browsing Tag

danda jatra in ganjam

ଗଞ୍ଜାମ ଜିଲ୍ଳାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା

ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା। ଏବେ ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡନାଚ ଦେଖାଉଛନ୍ତି। ଆଗକୁ ଆସୁଛି ମହାବିଷୁବ ସଂକ୍ରାନ୍ତି। ପରମ୍ପରା ଅନୁଯାୟର ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ…

କରୋନା କଟକଣା ମଧ୍ୟରେ ଉଦଯାପିତ ହୋଇଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା

ଗଞ୍ଜାମ ଜିଲ୍ଲାର ସର୍ବପୁରାତନ ଲୋକସଙ୍ଗୀତ ତଥା ଲୋକନୃତ୍ୟ କହିଲେ ଦଣ୍ଡଯାତ୍ରାକୁ ବୁଝାଏ। ପଣସଂକ୍ରାନ୍ତିର ୨୧ଦିନ କିମ୍ବା ୧୮ ଦିନ କିମ୍ବା ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ନିଜ ଅଞ୍ଚଳରେ ଥିବା କାଳୀ ମନ୍ଦିରକୁ ଯାଇଥାନ୍ତି । ଏହି ପବିତ୍ର ଦିନରେ କାଳୀ ଓ ଶିବଙ୍କୁ ଏକତ୍ର ପୂଜା…

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ, କୋଭିଡ୍ କଟକଣା ଭିତରେ ଚାଲିଛି ରୀତିନୀତି

ଗଞ୍ଜାମ: ଶିବ ଏବଂ ଶାକ୍ତ ଉପାସନାର ପ୍ରତୀକ , ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଜିଲ୍ଲାର କବିସୂର୍ଯ୍ୟନଗରର ୩ ଟି ଦଣ୍ଡ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଦଣ୍ଡପର୍ବର ପ୍ରଥମ ଦିନରେ ପାରମ୍ପରିକ ଧୂଳିଦଣ୍ଡ , ଜଳଦଣ୍ଡ , ଅଗ୍ନିଦଣ୍ଡ…