Below header
Browsing Tag

danda nacha festival

ଦଣ୍ଡୁଆଙ୍କ ଦର୍ଶନ ପାଇଁ ରୁଣ୍ଡ ହଜାର ହଜାର ଭକ୍ତ: ବିଶ୍ୱର ମଙ୍ଗଳ ପାଇଁ ପଞ୍ଚଶମ୍ଭୁ ମିଳନ

ବୌଦ୍ଧ(କେନ୍ୟୁଜ): ଢୋଲ,ମହୁରୀ ଘଣ୍ଟ ବାଦ୍ୟରେ ଫାଟି ପଡୁଛି ଗାଁ ଦାଣ୍ଡ । ଚୈତ୍ର ମାସର ଟାଇଁ ଟାଇଁ ଖରାରେ ଖାଲି ପାଦରେ, ଗେରୁଆ ବସ୍ତ୍ର ପରିଧାନ କରି ହାତରେ ଛତ୍ର,ପତକା, ସହିତ ଠାକୁରଙ୍କ ପ୍ରତିମା ଧରି ଗାଁ ଦାଣ୍ଡରେ ଚାଲି ଯାଉଛନ୍ତି ଦଣ୍ଡୁଆ । ଶିବ କାଷ୍ଠାରେ ଲିନ ହୋଇଥିବା ଦଣ୍ଡୁଆଙ୍କ…

ଗଞ୍ଜାମ ଜିଲ୍ଳାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା

ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା। ଏବେ ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡନାଚ ଦେଖାଉଛନ୍ତି। ଆଗକୁ ଆସୁଛି ମହାବିଷୁବ ସଂକ୍ରାନ୍ତି। ପରମ୍ପରା ଅନୁଯାୟର ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ…

ଗଞ୍ଜାମରେ କୋଭିଡ କଟକଣା ଭିତରେ ହେବ ଦଣ୍ଡ ନାଚ, ପ୍ରଶାସନ ପକ୍ଷରୁ ମିଳିଲା ଅନୁମତି

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମରେ ଦଣ୍ଡ ନାଚ ପାଇଁ ପ୍ରଶାସନ ପକ୍ଷରୁ ମିଳିଲା ଅନୁମତି । କୋଭିଡ କଟକଣା ଭିତରେ ହେବ ଦଣ୍ଡ ନାଚ । ୬୦ ଡେସିବେଲ ସାଉଣ୍ଡ ଭିତରେ ଦଣ୍ଡ ନାଚରେ ମୁକ୍ତ ମଞ୍ଚ ନାଟକ ପରିବେଷଣକୁ ଅନୁମତି ମିଳିଛି । ରାଜ୍ୟ ବାହାର କିମ୍ବା ପ୍ରବାସୀ ଓଡ଼ିଆ କଳାକାର ଦଣ୍ଡ ନାଚରେ ଭାଗ…

କରୋନା ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମନ୍ଦିରମାନଙ୍କରେ ବି ପାଳନ ହେଲାନି…

ଗଞ୍ଜାମ : କରୋନା ପାଇଁ ଚଳିତ ବର୍ଷ ମେରୁ ସଂକ୍ରାନ୍ତିରେ ବନ୍ଦ ରହିଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା । ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରିଥାନ୍ତି । ତେବେ ଚଳିତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଏସବୁ ବନ୍ଦ ରଖାଯାଇଛି । କେବଳ ପୂଜକ…