Below header

କରୋନା ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମନ୍ଦିରମାନଙ୍କରେ ବି ପାଳନ ହେଲାନି ମେରୁ ସଂକ୍ରାନ୍ତି 

ଗଞ୍ଜାମ : କରୋନା ପାଇଁ ଚଳିତ ବର୍ଷ ମେରୁ ସଂକ୍ରାନ୍ତିରେ ବନ୍ଦ ରହିଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା । ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରିଥାନ୍ତି । ତେବେ ଚଳିତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଏସବୁ ବନ୍ଦ ରଖାଯାଇଛି । କେବଳ ପୂଜକ ନୀତିକାନ୍ତି କରୁଥିବାବେଳେ ପାଟଭୋକ୍ତା ମାନସିକ ଧାରଣ କରି ପୂଜାପାଠ କରୁଛନ୍ତି । ମନ୍ଦିର ମାନଙ୍କରେ ମଧ୍ୟ ସଂକ୍ରାନ୍ତି ପାଳନ ବନ୍ଦ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.