Below header
Browsing Tag

danda jatra

ଦଣ୍ଡୁଆଙ୍କ ଦର୍ଶନ ପାଇଁ ରୁଣ୍ଡ ହଜାର ହଜାର ଭକ୍ତ: ବିଶ୍ୱର ମଙ୍ଗଳ ପାଇଁ ପଞ୍ଚଶମ୍ଭୁ ମିଳନ

ବୌଦ୍ଧ(କେନ୍ୟୁଜ): ଢୋଲ,ମହୁରୀ ଘଣ୍ଟ ବାଦ୍ୟରେ ଫାଟି ପଡୁଛି ଗାଁ ଦାଣ୍ଡ । ଚୈତ୍ର ମାସର ଟାଇଁ ଟାଇଁ ଖରାରେ ଖାଲି ପାଦରେ, ଗେରୁଆ ବସ୍ତ୍ର ପରିଧାନ କରି ହାତରେ ଛତ୍ର,ପତକା, ସହିତ ଠାକୁରଙ୍କ ପ୍ରତିମା ଧରି ଗାଁ ଦାଣ୍ଡରେ ଚାଲି ଯାଉଛନ୍ତି ଦଣ୍ଡୁଆ । ଶିବ କାଷ୍ଠାରେ ଲିନ ହୋଇଥିବା ଦଣ୍ଡୁଆଙ୍କ…

କଟକ ପୋପରଡ଼ାରେ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା ଅନୁଷ୍ଠିତ, ନିମନ୍ତ୍ରଣ ପାଇ ଢେଙ୍କାନାଳରୁ ଆସିଲେ ଦଣ୍ଡୁଆ

କଟକ(କେନ୍ୟୁଜ): ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । କଥାରେ ଅଛି ମାନିଲେ ଦେବତା ନ ମାନିଲେ ପଥର । ସେହି ବିଶ୍ୱାସକୁ ପାଥେୟ କରି ରାଜ୍ୟର କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଥାଏ ଦଣ୍ଡ ଯାତ୍ରା । ଭକ୍ତି ଆଉ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା ।…

ଭକ୍ତର ଦୃଢତା ଆଗରେ ହାର ମାନିଛି ୪୦ ଡିଗ୍ରୀର ତାପମାତ୍ରା, ଦଣ୍ଡ ପର୍ବ ପାଇଁ ଜମୁଛି ଭକ୍ତଙ୍କ ଭିଡ

କଥାରେ ଅଛି ଦୃଢତା ଆଗରେ ସବୁ ଶକ୍ତି ହାର ମାନେ । ଦିନକୁ ଦିନ ଯେତେ ମାତ୍ରାରେ ଖରାର ପ୍ରକୋପ ବଢି ଚାଲିଛି ଏହାକୁ ଖାତିର ନ କରି ଦଣ୍ଡ ପର୍ବରେ ଜମୁଛି ଭକ୍ତଙ୍କ ଭିଡ । ମୁଣ୍ଡରେ ୪୦ ଡିଗ୍ରୀର ତାତି, ଖାଲି ପାଦରେ ଚାଲିବା ,ପେଟର ଜ୍ୱାଳା ଓ ଅଗ୍ନି ଦାଣ୍ଡରେ ଅଗ୍ନିରେ ଖେଳିବା ସବୁ ଦୂର ହୋଇଯାଏ…

ଦଶପଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା: ଦୁଲୁକୁଛି ଗାଁ ଦାଣ୍ଡ, ଉତ୍ସବ ମୁଖର ସାରା ପରିବେଶ

ଦଶପଲ୍ଲା(କେନ୍ୟୁଜ): ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଶପଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । ଚୈତ୍ରମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦେହରେ ଗେରୁଆ ବସ୍ତ୍ର…

ଗଞ୍ଜାମ ଓ କନ୍ଧମାଳ ସୀମାରେ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ପର୍ବ ଦଣ୍ଡଯାତ୍ରାର ରହିଛି ଅନେକ ମାହାତ୍ମ୍ୟ 

ଚକାପାଦ (କେନ୍ୟୁଜ୍‌): ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ମାସ ଆସିଲେ ସବୁଠାରେ ଘଣ୍ଟ ଘଣ୍ଟା  ମାଡ଼ ସାଙ୍ଗକୁ ଝୁଣାର ମହକରେ ମହକି ଉଠେ ଧରାରୁ ଆକାଶ । ମାନସିକଧାରୀ ମାନେ ଶୁଦ୍ଧପୁତ ଭାବରେ ଜୀବନ ଯାପନ କରି ୧୩ ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ବ୍ରତ ପାଳନ କରିଥାନ୍ତି ।…

ସରିଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଶେଷହେଲା ଗଞ୍ଜାମର ପାରମ୍ପରିକ ଚୈତ୍ର ପର୍ବ ଦଣ୍ଡଯାତ୍ରା । ୧୩ ଦିନ ରୁ ଆରମ୍ଭ କରି ୨୧ ଦିନ ପର୍ଯ୍ଯନ୍ତ ଆୟୋଜିତ ଦଣ୍ଡଯାତ୍ରା , ଉଭୟ ମା'ସନ୍ତ ଓ ସଂକ୍ରାନ୍ତି ତିଥିରେ ଉଦଯାପିତ ହୋଇଯାଇଛି । ପ୍ରତି ଥର ଆୟୋଜିତ ଦଣ୍ଡଯାତ୍ରା ର ବିଧିବିଧାନ ସହ ଉଦଯାପନୀ ଯାତ୍ରା ତଥା ମେରୁଯାତ୍ରା କୁ ଭକ୍ତି…

ଗଞ୍ଜାମ ଜିଲ୍ଳାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା

ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା। ଏବେ ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡନାଚ ଦେଖାଉଛନ୍ତି। ଆଗକୁ ଆସୁଛି ମହାବିଷୁବ ସଂକ୍ରାନ୍ତି। ପରମ୍ପରା ଅନୁଯାୟର ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ…

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ, କୋଭିଡ୍ କଟକଣା ଭିତରେ ଚାଲିଛି ରୀତିନୀତି

ଗଞ୍ଜାମ: ଶିବ ଏବଂ ଶାକ୍ତ ଉପାସନାର ପ୍ରତୀକ , ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଜିଲ୍ଲାର କବିସୂର୍ଯ୍ୟନଗରର ୩ ଟି ଦଣ୍ଡ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଦଣ୍ଡପର୍ବର ପ୍ରଥମ ଦିନରେ ପାରମ୍ପରିକ ଧୂଳିଦଣ୍ଡ , ଜଳଦଣ୍ଡ , ଅଗ୍ନିଦଣ୍ଡ…

ଗଞ୍ଜାମ ଦଣ୍ଡଯାତ୍ରା ପାଇଁ ଆସିଲା କୋଭିଡ ଗାଇଡଲାଇନ୍: କେବଳ ଦଣ୍ଡୁଆମାନଙ୍କୁ ନେଇ ହେବ ଯାତ୍ରା

ଗଞ୍ଜାମ: ଗଞ୍ଜାମ ଦଣ୍ଡଯାତ୍ରା ପାଇଁ କୋଭିଡ ଗାଇଡଲାଇନ୍‌। କେବଳ ଦଣ୍ଡୁଆମାନଙ୍କୁ ନେଇ ହେବ ଯାତ୍ରା। ୨ଶହ ଲୋକଙ୍କ ଭିତରେ ପାଳନ ହେବ। ବିନା ମାସ୍କରେ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କୋଭିଡ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି। ଦଣ୍ଡନାଚ ପାଇଁ…

କରୋନା ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମନ୍ଦିରମାନଙ୍କରେ ବି ପାଳନ ହେଲାନି…

ଗଞ୍ଜାମ : କରୋନା ପାଇଁ ଚଳିତ ବର୍ଷ ମେରୁ ସଂକ୍ରାନ୍ତିରେ ବନ୍ଦ ରହିଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା । ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରିଥାନ୍ତି । ତେବେ ଚଳିତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଏସବୁ ବନ୍ଦ ରଖାଯାଇଛି । କେବଳ ପୂଜକ…