Below header
Browsing Tag

danda yatra

ଦଣ୍ଡୁଆଙ୍କ ଦର୍ଶନ ପାଇଁ ରୁଣ୍ଡ ହଜାର ହଜାର ଭକ୍ତ: ବିଶ୍ୱର ମଙ୍ଗଳ ପାଇଁ ପଞ୍ଚଶମ୍ଭୁ ମିଳନ

ବୌଦ୍ଧ(କେନ୍ୟୁଜ): ଢୋଲ,ମହୁରୀ ଘଣ୍ଟ ବାଦ୍ୟରେ ଫାଟି ପଡୁଛି ଗାଁ ଦାଣ୍ଡ । ଚୈତ୍ର ମାସର ଟାଇଁ ଟାଇଁ ଖରାରେ ଖାଲି ପାଦରେ, ଗେରୁଆ ବସ୍ତ୍ର ପରିଧାନ କରି ହାତରେ ଛତ୍ର,ପତକା, ସହିତ ଠାକୁରଙ୍କ ପ୍ରତିମା ଧରି ଗାଁ ଦାଣ୍ଡରେ ଚାଲି ଯାଉଛନ୍ତି ଦଣ୍ଡୁଆ । ଶିବ କାଷ୍ଠାରେ ଲିନ ହୋଇଥିବା ଦଣ୍ଡୁଆଙ୍କ…

କଟକ ପୋପରଡ଼ାରେ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା ଅନୁଷ୍ଠିତ, ନିମନ୍ତ୍ରଣ ପାଇ ଢେଙ୍କାନାଳରୁ ଆସିଲେ ଦଣ୍ଡୁଆ

କଟକ(କେନ୍ୟୁଜ): ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । କଥାରେ ଅଛି ମାନିଲେ ଦେବତା ନ ମାନିଲେ ପଥର । ସେହି ବିଶ୍ୱାସକୁ ପାଥେୟ କରି ରାଜ୍ୟର କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଥାଏ ଦଣ୍ଡ ଯାତ୍ରା । ଭକ୍ତି ଆଉ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା ।…

ଯାତ୍ରା ମଞ୍ଚରେ ବୁଲିଲା ସତସତିକା ଭୂଜାଲି ଓ ଠେଙ୍ଗା, ଦଣ୍ଡଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ତୁମୁଳକାଣ୍ଡ

ଭଞ୍ଜନଗର(କେନ୍ୟୁଜ୍): ଦଣ୍ଡଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ତୁମୁଳକାଣ୍ଡ । ଯାତ୍ରା ମଞ୍ଚରେ ବୁଲିଲା ସତସତିକା ଭୂଜାଲି ଓ ଠେଙ୍ଗା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ୫ ଆହତ । ଗଂଜାମ ଜିଲ୍ଲା ଭଂଜନଗର ଥାନା ନୂଆଁମହୁଲିଆ ଗାଁରେ ଘଟିଛି ଏହି ଘଟଣା । ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁର…