ଫେସ୍ବୁକ୍ ଆଣୁଛି ଡେଟିଂ ଫିଚର, ଏହି ଦେଶରେ ହେଲା ପ୍ରଥମେ ଆରମ୍ଭ
ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ଫେସ୍ବୁକ୍ ଡେଟିଂ ଫିଚର ଆରମ୍ଭ କରିବାକୁ ଯାଉଛି। ଫେସ୍ବୁକ୍ ଆମେରିକାରେ ଏହି ଫିଚର ଆରମ୍ଭ କରିସାରିଲାଣି। ତେବେ ଗତବର୍ଷ ମେ ମାସରେ ଏହି ଫିଚର ସାମ୍ନାକୁ ଆସିଥିଲା। ଫେସ୍ବୁକ୍ର ଡେଟିଂ ଫିଚର ମୁଖ୍ୟ ଆପ୍ରେ ଉପଲବ୍ଧ ରହିଛି। ଏଥିସହ ୟୁଜର…