Below header
Browsing Tag

daughter in law

ଲକଡାଉନ୍ ସମୟରେ ମା’ ପଠାଇଲେ ପରିବା ଆଣିବାକୁ, ହେଲେ ପୁଅ ଘରକୁ ଧରି ଆସିଲେ ବୋହୂ

ଉତ୍ତରପ୍ରଦେଶ: ପରିବା କିଣିବାକୁ ଯାଇ ବୋହୂକୁ ଧରି ଘରକୁ ଆସିଲା ପୁଅ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ପୁଅ-ବୋହୂକୁ ଘରେ ପୁରାଇ ନଦେଇ ମାଆ ନିକଟସ୍ଥ ସାହିବାବାଦ ଥାନାକୁ ନେଇ ଆସିଥିଲେ। ମାଆ ପୁଅକୁ ମାର୍କେଟକୁ ପରିବା ପାଇଁ ପଠାଇଥିଲେ, ହେଲେ ପୁଅ ନିଜ ପ୍ରେମିକାକୁ…

କେଉଁଝର: କଳିହୁଡି ବୋହୂର ନୃଶଂସ କାମ, ସାମାନ୍ୟ ସମ୍ପତ୍ତିବାଡିକୁ କେନ୍ଦ୍ର କରି ପଥରରେ ଶାଶୁର ମୁହଁକୁ ଛେଚିଲା ବୋହୂ

କେଉଁଝର(କେନ୍ୟୁଜ୍): ବେହୁର ପଥର ମାଡରେ ଶାଶୁ ଗୁରୁତର। ସାମାନ୍ୟ ସମ୍ପତ୍ତିବାଡିକୁ କେନ୍ଦ୍ର କରି ଶାଶୁର ମୁହଁକୁ ପଥରରେ ଛେଚି ଦେଲା  ବୋହୁ। ଫଳରେ ପରିଣତ ବୟସରେ ଶାଶୁର ୪ ଟି ଦାନ୍ତ ଭାଙ୍ଗିଯାଇଥିବା ବେଳେ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଘଟଣା ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ନୂଆ…

ପୁଅକୁ ବାପାର ଅପହରଣ, ଶ୍ୱଶୁରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଲେ ବୋହୂ

ଅନୁଗୁଳ(କେନ୍ୟୁଜ୍): ପୁଅକୁ ବାପାର ଅପହରଣ । ଶ୍ୱଶୁରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସମଲ ଥାନା ଅଞ୍ଚଳର ଜଣେ ଯୁବତୀ ଧୋବାପାଳ ଗାଁର ମାଧବ ଚନ୍ଦ୍ର ପ୍ରଧାନଙ୍କ ଏକମାତ୍ର ପୁଅ ପ୍ରଦ୍ୟୁମ୍ନ ପ୍ରଧାନକୁ ପ୍ରେମ ବିବାହ…

ବଦଳୁଛି ସମାଜ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୂର

ନବରଙ୍ଗପୁର(କେନ୍ୟୁଜ୍): ବଦଳୁଛି ସମୟ, ବଦଳୁଛି ସମାଜ। ଏହାରି ଭିତରେ ଅନେକ ସକାରତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାରେ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୂର। କୋଷାଗୁମୁଡା ବ୍ଲକ ଏକୋରୀ ପଞ୍ଚାୟତର ସମିତି ସଭ୍ୟ କୋମଳ ଲୋଚନ ମାଝୀ, ନିଜ ବିଧବା ବୋହୂର ପୁଣି ବିବାହ…

ଶାଶୁଙ୍କ ମନ ଜିଣିବା ପାଇଁ ଏହା ହେଉଛି ସହଜ ଉପାୟ, କେବେ ହେବନି ଫେଲ୍

ବିବାହ ପରେ ଗୋଟିଏ ଝିଅ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି କେମିତି ଶାଶୁଘର ସହ ଉତ୍ତମ ସମ୍ପର୍କ ରହିବ । ଖାସ୍ କରି ଶାଶୁଙ୍କ ସହ । ଯାହା ଫଳରେ ନୂଆ ଘରେ ଆଡଜଷ୍ଟ କରିବାରେ କୌଣସି ସମସ୍ୟା ହେବ ନାହିଁ । ଏହା ଆଉ ଏକ କଥା ହେଉଛି ପରିବାର ଲୋକ ଖୁସି ରହିଲେ ସ୍ବାମୀ ମଧ୍ୟ ଆପଣଙ୍କ ଉପରେ ଖୁସି…