ଲକଡାଉନ୍ ସମୟରେ ମା’ ପଠାଇଲେ ପରିବା ଆଣିବାକୁ, ହେଲେ ପୁଅ ଘରକୁ ଧରି ଆସିଲେ ବୋହୂ

ଉତ୍ତରପ୍ରଦେଶ: ପରିବା କିଣିବାକୁ ଯାଇ ବୋହୂକୁ ଧରି ଘରକୁ ଆସିଲା ପୁଅ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ପୁଅ-ବୋହୂକୁ ଘରେ ପୁରାଇ ନଦେଇ ମାଆ ନିକଟସ୍ଥ ସାହିବାବାଦ ଥାନାକୁ ନେଇ ଆସିଥିଲେ। ମାଆ ପୁଅକୁ ମାର୍କେଟକୁ ପରିବା ପାଇଁ ପଠାଇଥିଲେ, ହେଲେ ପୁଅ ନିଜ ପ୍ରେମିକାକୁ ନବବଧୂ ବେଶରେ ସଜାଇ ଘରକୁ ଆଣିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.