Browsing Tag

unique marriage

ରୋଷଣୀ କରି ବର ଘରକୁ ଆସିଲେ କନ୍ୟା, ସାଙ୍ଗରେ ନେଇଗଲେ ବରଙ୍କୁ

ବାଂଶପାଳ :  କନ୍ୟା ଆସିଲେ ରୋଷଣୀ କରି ।  ବରଯାତ୍ରୀ ଭଳି କନ୍ୟା ରୋଷଣୀ କରି ବରଘରକୁ ଆସିଲେ ।  ବରକୁ କନ୍ୟାପକ୍ଷ ପାଛୋଟି ନେବା ପରି କନ୍ୟାକୁ ବରପକ୍ଷ ପାଛୋଟି ନେବା ପରେ ବେଦୀରେ ହେଲା ବାହାଘର ।  କନ୍ୟା ବିଦା ହେବା ପରିବର୍ତ୍ତେ, କନ୍ୟା ସହିତ ବର ବିଦା ହେଲେ ।  ଏଥିସହ, ବରକୁ ସମସ୍ତ…

ବନ୍ୟା ପାଣି ଅଟକାଇ ପାରିଲାନି ବାହାଘର, ଡଙ୍ଗାରେ ବସି ବାହା ହେବାକୁ ଗଲେ ବର

ମୟୁରଭଞ୍ଜ: ଡଙ୍ଗାରେ ବସି ଝୁଲି ଝୁଲି ଯାଉଛନ୍ତି ବର । ସେପଟେ ବର ଓ ବରଯାତ୍ରୀ ଅପେକ୍ଷାରେ କନ୍ୟାପକ୍ଷ । ଆଜିକାଲି ଲୋକେ ବିବାହକୁ ଅଧିକ ସ୍ମରଣୀୟ କରିବା ପାଇଁ ଅନେକ ଉପାୟ ଆପଣେଇ ଥାଆନ୍ତି । କିଏ ସମୁଦ୍ର କୂଳରେ ତ ଆଉ କିଏ ଉଡାଜାହାଜରେ ବାହା ହେଉଛି । କିନ୍ତୁ କେବେ ଡଙ୍ଗାରେ ବର ଆସିବା…

ଅନାଥ ଝିଅର ହାତଧରି ମହାନତା ଦେଖାଇଲେ ଯୁବକ, ବାହାଘରରେ ଯୋଗଦେଲେ ଜିଲ୍ଲପାଳ ଓ ଏସପି

ଜଗତସିଂହପୁର: ବାଜୁଛି ବାଜା, ଫୁଟୁଛି ବାଣ, ନାଚ ଗୀତ ସାଙ୍ଗକୁ ଖୁସିର ମାହୋଲରେ ପ୍ରକମ୍ପିତ ସାରା ପରିବେଶ ।  ଏପଟେ ଆଲୋକର ସାଜସଜା ସାଙ୍ଗକୁ ଆକର୍ଷଣୀୟ ତୋରଣରେ ଝଲସୁଛି ଶିଶୁ ଆଶ୍ରମ ପରିସର ।  ଆପଣ ଭାବୁଥିବେ ଶିଶୁ ଆଶ୍ରମ ପରିସରରେ ପୁଣି ଏଭଳି ଦୃଶ୍ୟ । ହଁ ଦର୍ଶକବନ୍ଧୁ ଏଠାରେ ଚାଲିଛି…

ମଣିଷ ସହ ଦେବୀଙ୍କର ବିବାହ, କାହିଁ କେଉଁ କାଳରୁ ଚଳିଆସୁଛି ଏପରି ଏକ ପରମ୍ପରା

ଜଣେ ମଣିଷ ସହ ଦେବୀଙ୍କର ବିବାହ । କଥାଟି ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ । କେନ୍ଦ୍ରାପଡା ଜିଲ୍ଲା ବଜରପୁର ଗାଁର ଆରାଧ୍ୟ ଦେବୀ ମା ବାସୁଳିଙ୍କ ବାହାଘର ଅନୁଷ୍ଠିତ ହେଉଛି ରିଘାଗଡ଼ ଗାଁର କୁମ୍ଭାର ରାଜା ବଳିଙ୍କ ସହିତ ଦେବୀ ମାନବ ବିବାହର ଏ ଏକ ନିଆରା ନିଦର୍ଶନ…

ନିଆରା ବାହାଘର, ସ୍ଵାମୀ ଆଖିରେ ଦୁନିଆ ଦେଖିବ ସ୍ତ୍ରୀ

ଚାନ୍ଦବାଲି : ହାତରେ ମେହେନ୍ଦୀ ଲଗାଇ ନିଜ ମନର ମଣିଷକୁ ଅନାଇ ବସିଛନ୍ତି ଶକୁନ୍ତଳା । ନାଲି ଶାଢ଼ୀ ନାଲି ଚୁଡି ପିନ୍ଧି ଏକଦମ୍‌ ଲାଲ ଟୁକଟୁକ ସାଧବ ବୋହୁ ଭଳି ସଜେଇ ହୋଇ ବସିଛି ଶକୁନ୍ତଳା । ନିଜେ ଦେଖିପାରୁନି ସିନା କିନ୍ତୁ ଅନୁଭବ କରିପାରୁଛି ତା ବାହାଘରରେ ହୋଇଥିବା ସାଜସଜାକୁ । ବନ୍ଧୁ…

ହୋମ ନିଆଁକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଦୃଷ୍ଟିହୀନ ଦୁଇ ଯୁବକ ଯୁବତୀ

ବ୍ରହ୍ମପୁର(କେନ୍ୟୁଜ): ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ବାହାବେଦି, ହୋମ ନିଆଁ, ଶଙ୍ଖ ହୁଳହୁଳିରେ ଉଛୁଳୁଛି ପରିବେଶ । ବର ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି। ସମସ୍ତେ ଉତ୍ସାହିତ ଥିବା ବେଳେ ବେଦିରେ ବସିଥିବା ବର ଓ କନ୍ୟା କିନ୍ତୁ ଏସବୁ ଦେଖି ପାରୁନାହାନ୍ତି । କାହିଁକି…

ବର କନିଆଁ ସାଜିଲେ ରାସ୍ତାରେ ବୁଲୁଥିବା ଦୁଇ ଭିକାରୀ, ଶପଥ ନେଲେ ବଳକା ଜୀବନ କାଟିବେ ସାଥିରେ

ବିହାରର ସୁପୋଲ ସହରରେ ଲୋକମାନେ ଏକ ଏମିତି ବେସାହାରା ଯୋଡିଙ୍କର ବିବାହ କରିଛନ୍ତି, ଯିଏକି ରାସ୍ତା କଡରେ ବସି ଭିକ ମାଗି ନିଜ ଜୀବିକା ମେଣ୍ଟାଉଥିଲେ । ଲୋକମାନେ ଉଭୟଙ୍କୁ ନୂଆ ପୋଷାକ ଦେଲେ ଆଉ ଦୁଇ ଜଣଙ୍କୁ ବର କନିଆଁ ବେଶରେ ସଜାଇ ବି ଦେଲେ । ଯାହାପରେ ହସ୍ପିଟାଲ ଗେଟ ପାଖରେ ସାତ ଫେରା…

୧ ଟଙ୍କା ଓ ଗୋଟିଏ ନଡ଼ିଆ ନେଇ ବାହା ହେଲେ, କନ୍ୟାପିତାଙ୍କୁ ଫେରାଇଦେଲେ ଯୌତୁକରେ ମିଳିଥିବା ୧.୫୧ ଲକ୍ଷ ଟଙ୍କା

ଝାଡ଼ଖଣ୍ଡର ଧନବାଦରେ ଏକ ବିବାହ ଚର୍ଚ୍ଚାର ବିଷୟ ହୋଇଛି। ବର ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ନେଇ କନ୍ୟାକୁ ବାହା ହୋଇଛି। ବର ଆକାଶଙ୍କ କହିବା ହେଲା, ସେ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ ନିଜର ବିବାହରେ ସେ କୌଣସି ବି ଯୌତୁକ ଆଣିବେ ନାହିଁ। ସେପଟେ ଯୌତୁକ ଆକାରରେ ମିଳିଥିବା ୧ ଲକ୍ଷ ୫୧…

ଢୋଲ ବାଜା ତାଳେ ତାଳେ ଆସିଲା ଅଣ୍ଡିରା ବାଛୁରୀର ବରଯାତ୍ରୀ; କନ୍ୟା ବାଛୁରୀ ସହିତ ଏମିତି ପଡ଼ିଲା ହାତଗଣ୍ଠି…ବିବାହରେ…

ମାଈ ଓ ଅଣ୍ଡିରା ବାଛୁରୀର ପଡ଼ିଲା ହାତଗଣ୍ଠି। ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ପ୍ରେମ୍‌ ନଗରରେ ଏମିତି ହିଁ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ମାଈ ଓ ଅଣ୍ଡିରା ବାଛୁରୀ ମଧ୍ୟରେ ବାହାଘର ହୋଇଛି। ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହିତ ବିବାହ ସମ୍ପନ୍ନ ହୋଇଥିଲା। ଏହି…

ନିଶାଗ୍ରସ୍ତ ବରକୁ ପାନେ ଦେଲେ କନ୍ୟା ପିତା, ଝିଅକୁ ଅନ୍ୟ ଜଣଙ୍କ ସହ ବାହା କରିଦେଲେ

ବରଯାତ୍ରୀ ଆସି କନ୍ୟା ଘର ସାମ୍ନାରେ ପହଁଚିଲେ  ।  ନାଚି ଗାଈ ବି ମସ୍ତି ବି କଲେ  ।  କିନ୍ତୁ ଆସିଥିବା ବର ସହିତ ବାହାହୋଇପାରିଲା ନାହିଁ କନ୍ୟା  ।  କନ୍ୟା ପିତା ରାଗରେ ନିଜ ଝିଅର ବିବାହ ଆଉ ଜଣଙ୍କ ସହ କରିଦେଲେ  ।  ପ୍ରକୃତରେ ଘଟଣାଟି ଘଟିଛି ଏହିପରି  ।  ବରଯାତ୍ରୀ ଝିଅ ଘର ନିକଟରେ…

ଆଧୁନିକ ଯୁଗରେ ବି ଚାଲିଛି ଏହି ପରମ୍ପରା: ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହ କରାଯାଇଛି କୁକୁରର ବିବାହ

କାମାକ୍ଷାନଗର(କେନ୍ଯୁଜ୍):  ବିଶ୍ୱାସ, ଅବିଶ୍ଵାସ ଓ ଅନ୍ଧ ବିଶ୍ୱାସ । ଆଜିର ଆଧୁନିକ ଯୁଗରେ ବି ଏମିତି ଅନେକ ରୀତି ନୀତି ପରମ୍ପରା ରହିଛି ଯାହା ସହଜରେ ଗ୍ରହଣ କରିବା ଏତେ ସହଜ ନୁହେଁ। ଏମିତି ଏକ ପରମ୍ପରା ଦେଖିବାକୁ ମିଳିଛି ଏହି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳରେ । ଯେଉଁଠି ରିଷ୍ଟ…

ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ ଯାଇ ମାତ୍ର ୫୦୦ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ୍ ଓ ସେନା ଅଫିସର

ସାଧାରଣତଃ ଆମ ସମାଜରେ ଲୋକେ ବାହାଘରକୁ ମନୋରମ ଓ ସ୍ମୃତିମୟ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରି ବହୁତ ଧୂମଧାମରେ କରିଥାନ୍ତି। ଆଉ ଯଦି କିଏ ସରକାରୀ ଅଧିକାରୀ ହୋଇଥାନ୍ତି ସେ ଆହୁରି ଜାକଜକମରେ ବାହାଘର ଆୟୋଜନ କରନ୍ତି। କିନ୍ତୁ ଧାରର ଜଣେ ମହିଳା ଅଧିକାରୀ ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ…