ଆଶ୍ଚର୍ଯ୍ୟ ! ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବିବାହ କଲେ ବର-କନ୍ୟା, ହେଲେ ଶେଷ ପର୍ଯ୍ୟନ୍ତ ଜାଣିପାରିଲେନି କେହି

ବିବାହ ପ୍ରତ୍ୟେକ ମଣିଷ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଏବଂ ସମସ୍ତେ ଏହି ମୁହୂର୍ତ୍ତକୁ ସ୍ମରଣୀୟ ତଥା ଖାସ କରିବାକୁ ଚାହିଁଥାନ୍ତି। କିଛି ମାସ ପୂର୍ବେ ଜଣେ କପଲ ସମୁଦ୍ର ଗର୍ଭରେ ବିବାହ କରିଥିଲେ, ଆଉ ଏବେ ଜଣେ କପଲ ବିନା କପଡ଼ାରେ ବିବାହ କରିଛନ୍ତି।

a

aa

ଆଶ୍ଚର୍ଯ୍ୟର କଥା, ବିନା କପଡ଼ାରେ ବିବାହ କରି ମଧ୍ୟ ଶେଷ ପର୍ଯ୍ୟନ୍ତ କେହି ଜାଣିପାରିଲେନି କି, ବର-କନ୍ୟା କୌଣସି କପଡା ପିନ୍ଧିନାହାନ୍ତି। କାରଣ, ସେମାନଙ୍କ ଶରୀରରେ କପଡ଼ା ସଦୃଶ ପେଣ୍ଟିଂ କରାଯାଇଥିଲା। ଭାବୁଥିବେ, ଏମିତି କେମିତି ହୋଇପାରିବ। କିନ୍ତୁ, ବାସ୍ତବରେ ଏହା ସତ ଯେ ବର-କନ୍ୟା ନିଜ ନିଜ ଶରୀରରେ ଏଭଳି ପେଣ୍ଟିଂ କରାଇଥିଲେ।

gg

ସେମାନଙ୍କୁ ଦେଖି ଏପରି ଲାଗୁଥିଲା କି ଯେପରି ଦୁଇଜଣ କୌଣସି ଡିଜାଇନରଙ୍କ ଡ୍ରେସ ପିନ୍ଧିଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି, ଏହି ବିବାହ କେଉଁ ଦେଶରେ ହୋଇଛି। ବଡି ପେଣ୍ଟିଂ କରାଇ ବିବାହ କରିଥିବା ଏହି କପଲ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.