Below header
Browsing Tag

dead body donate

ଶିକ୍ଷାବିତ୍ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପରଲୋକ, କିମ୍‌ସକୁ ଶରୀର ଦାନ କଲେ ପରିବାର ଲୋକେ

ଭୁବନେଶ୍ୱର (କେନ୍ୟୁଜ୍‌) : ବିଶିଷ୍ଟ ଶିକ୍ଷାବିତ୍ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଜୀବ ବିଜ୍ଞାନର ଜଣାଶୁଣା ପ୍ରାଧ୍ୟାପକ, ବିଜ୍ଞାନ ଲେଖକ, ସ୍ତମ୍ଭକାର, ପରିବେଶବିତ୍ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କର ଆଜି ପରଲୋକ ହୋଇଛି । ପ୍ରଫେସର ପଣ୍ଡା ରେଭେନ୍ସା ମହାବିଦ୍ୟାଳୟର…

ଏସ୍‌ସିବିକୁ ମହିଳାଙ୍କ ମୃତ ଶରୀର ଦାନ କଲେ ପରିବାର ଲୋକେ ତେବେ ହୋଇ ପାରିଲାନି ଚକ୍ଷୁ ଦାନ

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତାରାମଣି ବେହେରାଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମରଶରୀରକୁ କଟକ ବଡ଼ ମେଡିକାଲକୁ ଦାନ କରିଛନ୍ତି ପରିବାର ଲୋକେ । ତାରାମଣିଙ୍କ ମୃତ୍ୟୁ ପରେ ଦଧିଚି ବିମାନରେ ତାଙ୍କ ମରଶରୀରକୁ…

ମହାନତାର ଏକ ନିଆରା ଉଦାହାରଣ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପଢା ପାଇଁ କିମ୍‍ସକୁ ପତ୍ନୀଙ୍କ ମର ଶରୀର ଦାନ କଲେ ପତି

ଭୁବନେଶ୍ୱର(କେନ୍ୟୁଜ୍): ହୃଦ୍‍ଘାତରେ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ତାଙ୍କ ମରଶରୀରକୁ କିମ୍‍ସକୁ ଦାନ କରି ନିଜର ମହାନତା ପ୍ରଦର୍ଶନ କରିଛନ୍ତି ପତି। ଶରୀର ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଭୁବନେଶ୍ୱରର ଆଇଆରସି ଭିଲେଜ ଏନ୍‍୧-୫୪ରେ ରହୁଥିବା ସୁଦର୍ଶନ ଷଡ଼ଙ୍ଗୀଙ୍କ ପତ୍ନୀ…

ମୃତ୍ଯୁ ପରେ ଶିକ୍ଷକଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇଲେ ପରିବାର ଲୋକେ: ଛାତ୍ରଙ୍କ ପାଇଁ ଦାନ କଲେ ଶରୀର

କେନ୍ଦ୍ରାପଡା(କେନ୍ଯୁଜ୍): ଛାତ୍ରଙ୍କ ପାଇଁ ଶିକ୍ଷକଙ୍କର ଶରୀର ଦାନ। ଆମ ସମାଜରେ ଗୁରୁ ଶିଷ୍ୟଙ୍କ ନିବିଡ଼ ସମ୍ପର୍କ, ପ୍ରାଚୀନ କାଳରୁ ରହି ଆସିଛି। ବିଭିନ୍ନ ସମୟରେ ଏହାର ଉଦାହରଣ ବି ଦେଖିବାକୁ ମିଳେ। କେନ୍ଦ୍ରାପଡା କଲେଜର ଇଂରାଜୀ ପ୍ରଫେସର ମାଧବାନନ୍ଦ ପଣ୍ଡା। ପାଠ ପଢ଼ାଇବା ବେଳେ…

ମେଡିକାଲ କଲେଜକୁ ମର ଶରୀର ଏବଂ ଚକ୍ଷୁ ଦାନ କଲେ ପରିବାର ଲୋକେ

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁର ଚନ୍ଦ୍ରପ୍ରଭା ସାହି ଦ୍ୱିତୀୟ ଲାଇନର ରାଧାବଲ୍ଲଭ ପଟ୍ଟନାୟକଙ୍କ ଦୁଇଦିନ ତଳେ ନିଜ ବାସଭବନରେ ସ୍ୱାଭାବିକ ଭାବେ ୬୪ବର୍ଷ ବୟସରେ ପରଲୋକ ହୋଇଥିଲା। ରାଧାବଲ୍ଲବ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ଧର୍ମ ପରାୟଣ ଓ କର୍ତ୍ତବ୍ୟ ନିଷ୍ଠା…