Browsing Tag

dead body return

ପର ରାଜ୍ୟରେ ଦାଦନ ଖଟୁ ଖଟୁ ଉପରେ ଓଲଟିଲା ଲୁହାଛଡ ବୋଝେଇ ଟ୍ରଲି, ଦୁଇ ଶ୍ରମିକଙ୍କ ଜୀବନ ଗଲା

କଳାହାଣ୍ଡି(କେ ନ୍ୟୁଜ): ପୁଣି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ଶବ । ଶୋକାକୁଳ ପରିବେଶ ମଧ୍ୟରେ ହେଲା ଦୁହିଁଙ୍କ ଅନ୍ତିମ ସଂସ୍କାର। ଗୋଟିଏ ଜୁଇରେ ଜଳିଲା ଦୁଇଟି ଶବ। ଏଭଳି ଏକ ଦୁଖଦପୁର୍ଣ୍ଣ ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। କଳାହାଣ୍ଡି…

ଦୀର୍ଘ ୪୫ ଦିନ ପରେ ସାଉଦି ଆରବରୁ ଗାଁରେ ପହଞ୍ଚିଲା ବାବୁଲାଙ୍କ ମୃତଦେହ

ଟାଙ୍ଗୀ (ଖୋର୍ଦ୍ଧା) : ରାତି ଅଧରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ହରିକୁଣ୍ଡ ବରଡି ଗାଁ ଦାଣ୍ଡ । ପିଲା ଠାରୁ ବୁଢା ସମସ୍ତଙ୍କ ଆଖିରେ ଥିଲା ଲୁହ । ଲକ୍‌ଡାଉନ୍‌ ଯୋଗୁଁ ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିବା ଥିଲା ଭାରି କଷ୍ଟକର । ଆଉ ବିଦେଶରୁ ଆସିବା ତ ଅତି କଷ୍ଟକର । କଷ୍ଟ କରି ମଧ୍ୟ ବାବୁଲା…

ସାତ ଦିନ ପରେ ଆବୁଧାବିରୁ ନିଜ ଭିଟାମାଟିକୁ ଫେରିଲା ମୃତଦେହ, ଦାଦନ ଖଟିବାକୁ ଯାଇ ମୃତ୍ୟୁ

ବ୍ରହ୍ମପୁର (କେନ୍ୟୁଜ୍) : ସାତ ଦିନ ପରେ ଆବୁଧାବିରୁ ନିଜ ଭିଟାମାଟିକୁ ଫେରିଲା ମୃତଦେହ। ଭୁବନେଶ୍ୱରରେ ବସନ୍ତ କୁମାର ସାଧବଙ୍କ ମୃତଦେହ ପହଞ୍ଚିବାପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶସାନ ପକ୍ଷରୁ ଗାଁକୁ ଅଣାଯାଇଥିଲା। ମୃତ ବସନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା…