Browsing Tag

dead in gajpati

ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଧସି ୧୨ ମୃତ୍ୟୁ,୪ ନିଖୋଜ

ଗଜପତି(କେନ୍ଯୁଜ୍) : ପାହାଡ଼ ଧସି ୧୨ଜଣଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗାଁରେ ଅଘଟଣ ଘଟିଛି । ବାରଘର ଉପର ସାହିରେ ପାହାଡ଼ରୁ ମାଟି ଧସିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୪ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୭ ଜଣ ବାରଘର…