ସାମାନ୍ୟ ଘରୋଇ ବିବାଦ ନେଇଛି ରକ୍ତପାତର ରୂପ, ସ୍ତ୍ରୀ-ସ୍ୱାମୀକୁ କଲା ଆକ୍ରମଣ
ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ଏକ ଘରୋଇ କଳି ସମୟରେ ଏକ ମରଣାନ୍ତକ ଆକ୍ରମଣର ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ଛୋଟ ଘରୋଇ ବିବାଦ ରକ୍ତପାତର ରୂପ ନେଇଛି । ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଗୁରୁତର ଆହତ…