Browsing Tag

death anniversary of lata

ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ପୂଣ୍ୟତିଥି, ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ୟୁଜ) : ମେଲୋଡି କୁଇନ୍‌, ଭାରତର କୋକିଳା କଣ୍ଠୀ ତଥା ଭଏସ୍‌ ଅଫ୍‌ ଦି ମିଲେନିୟମ୍‌ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ପୂଣ୍ୟତିଥି । ଗତବର୍ଷ ଆଜିର ଦିନରେ ଲତାଙ୍କ ୯୨ ବର୍ଷ ବୟସରେ ନିଧନ ହୋଇଥିଲା । ନିଜ ଜୀବନ କାଳରେ ୩୬ ଭାଷାରେ ୫୦ହଜାରରୁ ଅଧିକ ଗୀତ ଗାଇଛନ୍ତି ଲତା। ୮ ଦଶନ୍ଧି…