ଗଜପତି: ଚନ୍ଦ୍ରଗିରି ବନାଞ୍ଚଳରୁ ଉଦ୍ଧାର ହରିଣ ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ଗୁବୁରିଗୁଡା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହରିଣ ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ହରିଣର ଅଣ୍ଟାରେ ଆଘାତ ଲାଗିଥିବା ବେଳେ ବନବିଭାଗ ପକ୍ଷରୁ ତାକୁ ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା…