Below header
Browsing Tag

Deities caught fire

ଏ କିଛି ସଂକେତ ନୁହେଁ ତ ? ରଥଯାତ୍ରାର ଦୁଇ ଦିନ ପରେ କାହିଁକି ଜଳିଗଲେ ତିନି ଦିଅଁ ..

ନବରଙ୍ଗପୁର: ରଥଯାତ୍ରାର ଦୁଇ ଦିନ ପରେ ନବରଙ୍ଗପୁରରେ ଅଘଟଣ । ଜଳିଗଲା ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ଗ୍ରାମର ଜଗନ୍ନାଥ ମନ୍ଦିରରେ ଘଟିଛି ଏହି ଅଘଟଣ । ଆଜି ସକାଳୁ ଜଗନ୍ନାଥ ମନ୍ଦିର ଭିତରୁ ହୁତୁ ହୁତୁ ନିଆଁ ବାହାରୁ…