Below header
Browsing Tag

delhi aims

ଡାକ୍ତରଙ୍କ ଅଜବ ଚିକିତ୍ସା, ଚୁମ୍ବକ ସାହାଯ୍ୟରେ ଫୁସଫୁସରୁ ବାହାର କଲେ ଛୁଞ୍ଚି

ଡାକ୍ତରମାନେ ଭଗବାନଙ୍କର ଦ୍ୱିତୀୟ ରୂପ । ସେମାନେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖାଇଥାନ୍ତି । ମଣିଷ ରୋଗଶଯ୍ୟାରେ ପଡ଼ିଥିବା ସମୟରେ ଡାକ୍ତରଙ୍କ ଉପରେ ହିଁ ବିଶ୍ୱାସ ରଖିଥାଏ । କାରଣ ଯେକୌଣସି ରୋଗ ହେଉ ନା କାହିଁକି ଡାକ୍ତର ହିଁ ସବୁ ରୋଗକୁ ଠିକ କରି ପାରନ୍ତି । ତେବେ ଡାକ୍ତରଙ୍କୁ…

ପୁଣି ଶିଶୁଙ୍କ ଯୋଡ଼ା ଶରୀରକୁ ଅଲଗା କଲେ ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌, ସଫଳ ହେଲା ସର୍ଜରୀ

ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ମନେ ପକାଇ ଦେଲା ଆଉ ଏକ ସଫଳ ଅପରେସନ୍‌ । ଦିଲ୍ଲୀ ଏମ୍‌ସରେ ପୁଣି ଏକ ସଫଳ ଅପରେସନ୍‌ ହୋଇଛି ଯାଆଁଳା ଶିଶୁଙ୍କର । ଏହି ଯାଆଁଳା ଝିଅ ହେଉଛନ୍ତି ବର୍ଷକର ରିଦ୍ଧି ଓ ସିଦ୍ଧି । ଏମ୍‌ସର ଏକ ଡାକ୍ତରୀ ଟିମ୍‌ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍‌ କରି…

କମ ବୟସରେ କାହିଁକି ହାର୍ଟ ଆଟାକରେ ହୋଇଥାଏ ମୃତ୍ୟୁ, ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ରିସର୍ଚ୍ଚ

(କେନ୍ୟୁଜ ବ୍ୟୁରୋ): କରୋନା ମହାମାରୀ ପରେ ଦେଶର ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ହାର୍ଟ ଆଟାକର ମାମଲା ଉପରେ ଦିଲ୍ଲୀ ଏମ୍ସରେ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦକୁ ଏ ସମମ୍ବନ୍ଧରେ ନିର୍ଦ୍ଦେଶ ଜାରି…