Below header
Browsing Tag

denied

ରାଷ୍ଟ୍ରପତି କୋବିନ୍ଦଙ୍କ ବିମାନକୁ ନିଜ ଆକାଶ ପଥ ଦେଇ ଉଡିବାର ଅନୁମତି ଦେଲାନି ପାକିସ୍ତାନ

କାଶ୍ମୀର ଘଟଣାକୁ ନେଇ ଅତି ମାତ୍ରାରେ କ୍ଷୁବ୍ଧ ଥିବା ପାକିସ୍ତାନ ଏବେ ଆଉ ଏକ ଭାରତ ବିରୋଧୀ ପଦକ୍ଷେପ ନେଇଛି | ପାକିସ୍ତାନ ଭାରତର ରାଷ୍ଟ୍ରପତିଙ୍କ ବିମାନକୁ ନିଜ ଆକାଶ ମାର୍ଗ ଦେଇ ଯିବାର ଅନୁମତି ଦେଇନାହିଁ | ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ  ଶାହା ମେହମୁଦ କ୍ୟୁରେସି ସୂଚନା…