Browsing Tag

destroyed for snake

ସାପ ପାଇଁ ଭାଙ୍ଗିଦେଲେ ଘର, ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜି ବିତୁଛି ଜୀବନ, ତିନି ବର୍ଷ ହେଲା ଶୁଣୁନି ପ୍ରଶାସନ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଶତାଧିକ ସାପ ବାହାରିବା ପରେ ତାଙ୍କ ଘର ଭଙ୍ଗା ଯାଇଥିଲା । ଘର ନିର୍ମାଣ ପାଇଁ ସହାୟତା ଦେବାକୁ ସ୍ଥାନୀୟ ପ୍ରଶାସନ ଲୋକ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜିକୁ ତିନି ବର୍ଷ ହେବ…