Below header
Browsing Tag

devotee kidnapped

ନେମାଳ ମଠରୁ ଭକ୍ତଙ୍କୁ ଅପହରଣ ଅଭିଯୋଗ, ସ୍ତ୍ରୀ ପାଖରୁ ଉଠାଇ ନେଲେ ସ୍ୱାମୀକୁ

ମାହାଙ୍ଗା (କେ ନ୍ୟୁଜ୍‌) : ମଠରୁ ଭକ୍ତଙ୍କୁ ଅପହରଣ। ନେମାଳ ମଠରୁ ଜଣେ ଭକ୍ତଙ୍କୁ ଅପହରଣ ଅଭିଯୋଗ ହୋଇଛି। ଅପହୃତଙ୍କ ନାଁ ସୁଧେନ୍ଦୁ ମହାପାତ୍ର। ତାଙ୍କ ଘର ଭୁବନେଶ୍ୱରରେ ଭିମଟାଙ୍ଗୀ ଅଞ୍ଚଳରେ ଓ ସେ ଜଣେ ଠିକାଦାର ବୋଲି ସୁଧେନ୍ଦୁଙ୍କ ସ୍ତ୍ରୀ ଲୋପାମୁଦ୍ରା କହିଛନ୍ତି। ସୁଧେନ୍ଦୁ ନିଜ…