Below header
Browsing Tag

dharamsala

ଧର୍ମଶାଳା ପୋଲିସକୁ ବଡ ସଫଳତା : ଡକାୟତି ଗ୍ୟାଙ୍ଗର ୫ଜଣ ଗିରଫ, ଲୁଟ ସୁନା ଅଳଙ୍କାର, ନଗଦ ଟଙ୍କା, ବ୍ୟବହୃତ କାର ସହ…

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ବଡ ସଫଳତା । ଲୁଟ ଓ ଛିନତାଇ କରୁଥିବା ଗ୍ୟାଙ୍ଗର ୫ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର, ନଗଦ ଟଙ୍କା, ବ୍ୟବହୃତ କାର, ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ଧର୍ମଶାଳା ପୋଲିସ । ସୂଚନା…

ପୁରୀ ବାସେଳିସାହି ନିକଟରେ ନିର୍ମାଣ ହେବ ଧର୍ମଶାଳା, ୧୦୦ରୁ ୧୫୦ ଟଙ୍କା ଦେୟରେ ରହିପାରିବେ ଶ୍ରୀମନ୍ଦିରକୁ ଆସୁଥିବା…

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁଲଭ ମୂଲ୍ୟରେ ରହଣୀ ପାଇଁ ଧର୍ମଶାଳା ନିର୍ମାଣ କରାଯିବ । ବାସେଳିସାହି ନିକଟରେ ୩ରୁ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମାଣ ହେବ ଧର୍ମଶାଳା । ଏଥିରେ ୧୦୦ରୁ ୧୫୦ ଟଙ୍କା ଦେୟ ଭିତରେ ଶ୍ରଦ୍ଧାଳୁ ରହିପାରିବେ । ଭଙ୍ଗା ଯାଇଥିବା ୨ଟି…