ପୁରୀ ବାସେଳିସାହି ନିକଟରେ ନିର୍ମାଣ ହେବ ଧର୍ମଶାଳା, ୧୦୦ରୁ ୧୫୦ ଟଙ୍କା ଦେୟରେ ରହିପାରିବେ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁଲଭ ମୂଲ୍ୟରେ ରହଣୀ ପାଇଁ ଧର୍ମଶାଳା ନିର୍ମାଣ କରାଯିବ । ବାସେଳିସାହି ନିକଟରେ ୩ରୁ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମାଣ ହେବ ଧର୍ମଶାଳା ।

ଏଥିରେ ୧୦୦ରୁ ୧୫୦ ଟଙ୍କା ଦେୟ ଭିତରେ ଶ୍ରଦ୍ଧାଳୁ ରହିପାରିବେ । ଭଙ୍ଗା ଯାଇଥିବା ୨ଟି ମାର୍କେଟ କଂପ୍ଲେକ୍ସର କାମ ଖୁବଶୀଘ୍ର ଶେଷ ହେବ । ଜେଲ ରୋଡରେ ବହୁତଳ ପାର୍କିଂ ନିର୍ମାଣ କାର୍ଯ୍ୟକର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.