Below header
Browsing Tag

diarrhea disease

ବିବାହ ଭୋଜି ଖାଇ ଗୋଟିଏ ଗାଁର ୫୦୦ ଲୋକ ଅସୁସ୍ଥ, ସମସ୍ତଙ୍କୁ ହେଉଛି ଝାଡ଼ାବାନ୍ତି

 ପିପିଲି (କେନ୍ୟୁଜ୍‌) : ବିବାହ ଭୋଜି ଖାଇ ପାଂଚ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ। ସମସ୍ତେ ହୋଇଛନ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ। ଗୋଟିଏ ବିବାହର ଭୋଜି ଖାଇ ଏମିତି ହନ୍ତସନ୍ତ ହୋଇଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ସହନା ଗ୍ରାମରେ। ସୂଚନା ମୁତାବକ ଏହି ଗ୍ରାମରେ କାହ୍ନୁ ଜୟସିଂହଙ୍କ…

ସୁବର୍ଣ୍ଣପୁରରେ ଡାଇରିଆ ଆତଙ୍କ, ଜଣେ ମୃତ ୩୫ରୁ ଅଧିକ ଆକ୍ରାନ୍ତ

ସୁବର୍ଣ୍ଣପୁର (କେନ୍ଯୁଜ୍) : ତରଭା ବ୍ଲକ ଅର୍ଡା ଗାଁରେ ଡାଇରିଆ ଆତଙ୍କ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ  ସୁବର୍ଣ୍ଣପୁର ଓ ବଲାଙ୍ଗିରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝାଡ଼ାବାନ୍ତିରେ ଅର୍ଡା ଗାଁର ପ୍ରଭୂଦତ୍ତ କର୍ମୀ…

ଝାରସୁଗୁଡାରେ ଡାଇରିଆ ଆତଙ୍କ, ଜଣେ ମୃତ ୨୦ ଆକ୍ରାନ୍ତ

ଝାରସୁଗୁଡା (କେନ୍ଯୁଜ୍) : କୁଆକୁଣ୍ଡାରେ ଡାଇରିଆ ଆତଙ୍କ । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ବଲ୍ଲଭି ବାରିକ । ଆକ୍ରାନ୍ତ ରୋଗୀମାନଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଖବର ପାଇ ୬ ଜଣିଆ ଡାକ୍ତରୀ ଦଳ…