Browsing Tag

different countries

ନୂଆ ବର୍ଷ ରାତିରେ ଦେଶର ସମସ୍ତ ଲାଇଟ ବନ୍ଦ କରିଦିଅନ୍ତି ଗ୍ରୀସବାସୀ, ଜାଣନ୍ତୁ ଏମିତି ଆହୁରି କେତେକ ଅଜବ ପରମ୍ପରା…

ଆଉ ଖୁବ କମ ଦିନ ଭିତରେ ଆରମ୍ଭ ହୋଇଯିବ ନୂଆବର୍ଷ । ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଆଶା, ନୂଆ ଉନ୍ମାଦନା । ଭିନ୍ନ ଉପାୟରେ କିଏ କେମିତି ଏହାକୁ ପାଳନ କରିବେ ସେ ନେଇ ସମସ୍ତେ ପ୍ରାୟ ଚେଷ୍ଟା କରିଥାନ୍ତି । ଏହାକୁ ଯେତେ ଭଲରେ ପାଳନ କରିବେ ବର୍ଷଟି ମଧ୍ୟ ସେହି ଅନୁସାରେ ଭଲରେ କଟିବ…