Browsing Tag

different kinds of mushroom in jaipur marke

୪୦୦ ଟଙ୍କାରୁ ଆରମ୍ଭ ୧୮୦୦ ଟଙ୍କାରେ ଶେଷ, ବର୍ଷାଋତୁରେ ବଜାରରେ ଛତୁର ପସରା

ବର୍ଷାଋତୁ ଆରମ୍ଭରୁ ବଜାରରେ ଛତୁର ପସରା । ଦାମ ବି କିଛି କମ ନୁହେଁ ,ଆରମ୍ଭ ୪୦୦ ଟଙ୍କାରୁ ଏବଂ ଶେଷ ୧୮୦୦ ଟଙ୍କାରେ। ତଥାପି ଛତୁ ପାଇଁ ଲୋକଙ୍କ ଭିଡ଼ ଲାଗୁଛି ସତେ ଯେମିତି ସ୍ୱାଦ ଆଗରେ ଦର ଫିକା ପଡିଯାଇଛି। ବର୍ଷାର ଆଗମନ ସହ ଜୟପୁର ବଜାରରେ ବଡାଛତୁର ପସରା। ଅପରାହ୍ନରୁ ସନ୍ଧ୍ୟା ଯାଏ…