Browsing Tag

dig himanshu lal

ବ୍ରଜରାଜନଗରରେ ଏନ୍‌କାଉଣ୍ଟର ଘଟଣାରେ ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ୍‌ଙ୍କ ପ୍ରତିକ୍ରିୟା, କହିଲେ ଶେଷ କରାଯିବ…

ବ୍ରଜରାଜନଗର: ଗ୍ୟାଙ୍ଗଓ୍ଵାରକୁ ଶେଷ କରାଯିବ । ଏହା କହିଛନ୍ତି ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ୍‌। ବ୍ରଜରାଜନଗରରେ ଏନ୍‌କାଉଣ୍ଟର ଘଟଣାରେ ୪ ଅପରାଧୀ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଓ ରଫିକ ଅନସାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…