Browsing Tag

dipika and alia

ଗୋଟିଏ ଛାତ ତଳେ ୬ ସୁପର ଷ୍ଟାର : ଶାହାରୁଖ, ଅମୀର, ଦୁଇ ରଣବୀରଙ୍କ ସହ ଦୀପିକା ଓ ଆଲିଆ

ମୁମ୍ବାଇ : କିଛି ଆଚମ୍ବିତ କଥା । କିଛି ଅଶ୍ଚର୍ଯ୍ୟ । ବିଶେଷ କରି ସିନେପ୍ରେମୀଙ୍କ ପାଇଁ । କାରଣ ଗୋଟିଏ ଜାଗାରେ ଏକାଠି ହେଲେ ଶାହାରୁଖ ଓ ଅମୀର । ରଣବୀର କପୁର ଓ ରଣବୀର ସିଂହ । ଏବଂ ଦୀପିକା ପାଦୁକୋନ ଓ ଆଲିଆ ଭଟ୍ଟ । ଏସବୁ ବଲିଉଡର ସୁପରଷ୍ଟାର ଗୋଟିଏ ଫ୍ରେମରେ। ଶାହାରୁଖ ଖାନ୍‌ଙ୍କ ଠାରୁ…