ହ୍ବିଲ୍ ଚେୟାରରେ ବସି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ
ମାଲକାନଗିରି: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ହ୍ବିଲ୍ ଚେୟାରରେ ବସି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ । ହାତରେ ନୁହେଁ ଗୋଡ଼ରେ ପରୀକ୍ଷା ଦେଇଛନ୍ତି ଲକ୍ଷ୍ମୀ ଖେମୁଡୁ । ଗତ କାଲି ଲକ୍ଷ୍ମୀଙ୍କ ବିଷୟରେ ଆମେ ଖବର ପରିବେଶଣ କରିଥିଲୁ । ଆଜି ସେ ଗୋଡ଼ରେ ଲେଖି ମାଟ୍ରିକ…