ଝଟ୍କା ପରେ ଝଟ୍କା ଖାଉଛି ପାକିସ୍ତାନ, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ମନା କରିଦେଇଛି ମିଳିତ ଜାତିସଂଘ
କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚକ୍ରାନ୍ତ କେବଳ ଝଟ୍କା ପରେ ଝଟ୍କା ଖାଉଛି ପାକିସ୍ତାନ। ଫସର ଫାଟୁଛି ସବୁ କୂଟନୀତି। ଆଜି ପୁଣି ଥରେ ଜାତିସଂଘରୁ ମିଳିଛି ଜୋରଦାର ଝଟ୍କା। ମଧ୍ୟସ୍ଥତାକୁ ମନା କରିଦେଇଛି ମିଳିତ ଜାତିସଂଘ। ମହାସଚିବ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ…