Below header
Browsing Tag

Discharged From AIIMS

ଏମ୍ସରୁ ଡିସଚାର୍ଜ ହେଲେ ମନମୋହନ ସିଂ, ଛାତିରେ ଯନ୍ତ୍ରଣା ଯୋଗୁଁ ହସପିଟାଲରେ ହୋଇଥିଲେ ଭର୍ତ୍ତି

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଔଷଧର ପାର୍ଶ୍ୱ…