Browsing Tag

doctor post

ରାଜ୍ୟରେ ଆଉ ୨ ହଜାର ଡାକ୍ତର ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ଆଉ ୨ ହଜାର ଡାକ୍ତର ପଦବୀ ସୃଷ୍ଟି କଲେ । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୫୦ଟି ଡାକ୍ତରୀ ପଦବୀ ସୃଷ୍ଟି ହୋଇଛି । ଆଇଜିଏଚ୍‌ ରାଉରକେଲା ପାଇଁ ୨୦ଟି ପଦବୀ ରହିଛି । ପ୍ରତି ଜିଲ୍ଲା ଉପଖଣ୍ଡ ଚକିତ୍ସାଳୟ ପାଇଁ ୧୫ଟି ହିସାବରେ ମୋଟ ୪୮୦ ଡାକ୍ତର…

ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆଉ ପାଦେ ଆଗେଇଲେ, ୮୧ ଡାକ୍ତରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା…