Below header

ରାଜ୍ୟରେ ଆଉ ୨ ହଜାର ଡାକ୍ତର ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ଆଉ ୨ ହଜାର ଡାକ୍ତର ପଦବୀ ସୃଷ୍ଟି କଲେ । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୫୦ଟି ଡାକ୍ତରୀ ପଦବୀ ସୃଷ୍ଟି ହୋଇଛି । ଆଇଜିଏଚ୍‌ ରାଉରକେଲା ପାଇଁ ୨୦ଟି ପଦବୀ ରହିଛି । ପ୍ରତି ଜିଲ୍ଲା ଉପଖଣ୍ଡ ଚକିତ୍ସାଳୟ ପାଇଁ ୧୫ଟି ହିସାବରେ ମୋଟ ୪୮୦ ଡାକ୍ତର ପଦବୀ ସୃଷ୍ଟି ହୋଇଛି । ଏହି ସମସ୍ତ ପଦବୀକୁ ଅର୍ଥ ବିଭାଗର ମଞ୍ଜୁରି ଲାଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.