Browsing Tag

dog inside the fridge

ଗରମରୁ ମୁକ୍ତି ପାଇବାକୁ ନିନ୍‌ଜା ଟେକ୍ନିକ୍‌ ଆପଣାଇଲା କୁକୁର, ସିଧା ଯାଇ ଶୋଇଗଲା ଫ୍ରିଜ୍‌ରେ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସବୁଦିନ କିଛି ନା କିଛି ମନଛୁଆଁ ଓ ସୁନ୍ଦର ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କେତେକ ଭିଡିଓ ଜୀବଜନ୍ତୁଙ୍କର ମଧ୍ୟ ରହିଥାଏ, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଖାସ୍‌ କରି ଅଧିକାଂଶ କୁକୁରଙ୍କର ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ଏବେ ସେଭଳି ଏ କୁକୁରର ଭିଡିଓ…