Below header
Browsing Tag

dog saves life of man

ସାବସ୍ ‘ଟମି’ : ସାପ କବଳରୁ ମାଲିକ ଜୀବନ ବଞ୍ଚାଇଦେଲା ପୋଷା କୁକୁର

ମାଲକାନଗିରି(କେନ୍ୟୁଜ୍): ବିଷ ଧର ସାପ ସହ କୁକୁର ମଧ୍ୟରେ ଲଢେ଼ଇ। ପୁଣି ନିଜ ମାଲିକର ବିଶ୍ଵସ୍ତ ସାଜିଲା ପୋଷା କୁକୁର। ବିଷ ଧର ସାପକୁ ଘରେ ପୁରାଇ ଦେଲାନି ପୋଷା କୁକୁର। ନିଜ ଜୀବନକୁ ଖାତିର ନକରି ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଘର ଦୁଆରେ ବାଟ ଓଗାଳି ବସିଲା ‘ଟମି’। ଦୀର୍ଘ ସମୟ ଏମିତି…

ବରଫରେ ଫସି ଗଲେ ମାଲିକ, ପୋଷା କୁକୁର ତାଙ୍କ ଜୀବନ ବଞ୍ଚାଇଲା

ସବୁବେଳେ ଆମେ ମଣିଷ ଓ କୁକୁର ଭିତରେ ଥିବା ସମ୍ପର୍କର ଉଦାହରଣ ଦେଖି ଆସୁଛୁ । କୁକୁର ଭଳି ବିଶ୍ୱସ୍ତ ପ୍ରାଣୀ ବୋଧହୁଏ ଦୁନିଆରେ ଆଉ କେହି ନାହାନ୍ତି । ଖାସ୍‌ କରି ମଣିଷ ପାଇଁ । ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି କ୍ରୋସିଆରୁ । ସେଠାକାର ବରଫ ପାହାଡ଼ ଭିତରେ ଜଣେ ବ୍ୟକ୍ତି ଫସି ରହି…