ପୁଅର ଅଙ୍ଗଦାନ କରି ମହାନ କାର୍ଯ୍ୟ କଲେ ପରିବାର ଲୋକେ, ବଞ୍ଚାଇଲେ ୩ ଜୀବନ
ଭୁବନେଶ୍ବର : ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ । ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ । ୪ ଦିନ ତଳେ ଭୁବନେଶ୍ବର ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩…