Browsing Tag

Donate PPE Kits

କରୋନା ସହିତ ଲଢେଇ କରିବା ପାଇଁ ସୋନାକ୍ଷୀ ନେଲେ ଏପରି ପଦକ୍ଷେପ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆରମ୍ଭ କଲେ ଏହି…

କରୋନା ଭାଇରସ ଲଢେଇରେ ସମଗ୍ର ଭାରତବାସୀ ସାମିଲ ହୋଇଛନ୍ତି। ଖାସ୍‌କରି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ। ଅକ୍ଷୟ କୁମାର ଠାରୁ ଆରମ୍ଭ କରି ସଲମାନ ଖାନ, ବିଗ ବିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଲଢେଇରେ ସାମିଲ। ଏବେ ଏହି ଲଢେଇରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ…