Browsing Tag

dont see after getting up

ସକାଳୁ ଉଠି ଭୁଲରେ ବି ଏସବୁ ଜିନିଷ ଦେଖନ୍ତୁ ନାହିଁ, ଚିନ୍ତାରେ କଟିବ ପୂରା ଦିନ

ସକାଳ ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କୁହାଯାଏ, ସକାଳଠାରୁ ଭଲ ସମୟ ଦିନ ଭିତରେ ଆଉ କିଛି ନାହିଁ। ଶାସ୍ତ୍ର ମୁତାବକ, ବ୍ୟକ୍ତିଙ୍କର ସକାଳ ସମୟଟି ଯଦି ଭଲରେ କଟେ ତେବେ ଦିନ ସାରା ଭଲରେ କଟେ ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ସକାଳେ ପୂଜା ପାଠ, ବ୍ୟାୟାମ, ପ୍ରାଣାୟାମ ଆଦି ଭଲ କାମ…