ପ୍ରେମ ବିବାହର ଦୁଇ ବର୍ଷ ପରେ ନିର୍ଯାତନା ଅଭିଯୋଗ, ବାପ ଘରୁ ୫ ଲକ୍ଷ ଆଣ
ଯାଜପୁର: ଝିଅଟି କାନ୍ଦି କାନ୍ଦି କହୁଛି ମୁଁ ଆଉ ଶାଶୂଘର ଯିବିନି । ମୁଁ ସେ ଲୋକ ସହ ରହି ପାରିବିନି । ଟଙ୍କା ନଦେଲେ ସେ ମୋତେ ମାରିଦେବ । କହୁଛି ତୋତେ ରେଡ୍ ଲାଇଟ୍ ଏରିଆରେ ୫ ହଜାର ଟଙ୍କାରେ ବିକି ଦେବି । ମୋତେ ବହୁତ ଥର ମାରିବାକୁ ଚେଷ୍ଟା କରିଛି, ବାହାଘରର ଦୁଇ ମାସ ପରେ ମଦ ପିଇ…