Browsing Tag

drowned case

ସମୁଦ୍ରରେ ଗାଧୋଉଥିବାବେଳେ ଅଘଟଣ , ଜଣେ ଯୁବକ ନିଖୋଜ ଦୁଇ ଉଦ୍ଧାର

ପୁରୀ  : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବେଳେ  ଅଘଟଣ । ଜଣେ ଯୁବକ ନିଖୋଜ ହୋଇଥିବା ବେଳେ ଦୁଇ ଯୁବକ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁସାରେ ନିଖୋଜ ଯୁବକ ମୟୂରଭଞ୍ଜର ବିଶ୍ୱଜିତ୍ କୁମାର ଦେ । ସେହିପରି ଯାଜପୁରର ଦୀପକ କୁମାର ମହନ୍ତ ଓ ମୟୂରଭଞ୍ଜ ଝାରପୋଖରିଆର ଦେବାଶିଷ ପରିଡ଼ା…

କାଠଯୋଡ଼ି ଅଘଟଣ, ମୃତଦେହ କାଠଯୋଡ଼ି ନଦୀରୁ ଉଦ୍ଧାର କଲେ ଏନଡିଆରଏଫ ଟିମ୍

କଟକ : କାଠଯୋଡ଼ି ଅଘଟଣ।  ମିଳିଲା ଆଉ ଜଣେ ଇଞ୍ଜିନିୟରଙ୍କ ମୃତ ଦେହ ।  ଇଞ୍ଜିନିୟର ରିତିକ ଭଞ୍ଜିନିଙ୍କ ମୃତ ଦେହ କାଠ ଯୋଡ଼ି ନଦୀରୁ ଉଦ୍ଧାର କଲେ ଏନ୍ ଡି ଆର୍ ଏଫ୍ ଟିମ୍ ।  ଗତକାଲି ଇଞ୍ଜିନିୟର ରୀତିକେଶ ମାତଲ୍ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । କାଠଯୋଡ଼ିରେ…

ବ୍ରାହ୍ମଣୀ ନଦୀରେ ବୁଡି ଗଲେ ବୃଦ୍ଧ, ୩୦ ଘଣ୍ଟା ପରେ ବି ନିଖୋଜ

ରେଙ୍ଗାଳି / କଣିଁହା : ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀରେ ବୃଦ୍ଧ । ବ୍ୟକ୍ତି ଜଣକ ହେଲେ ଅର୍ଜୁନ କୁମାର ସାହୁ (୬୪) । ଅର୍ଜୁନ ଗାଧୋଇବା ସମୟରେ ବୁଡି ନିଖୋଜ ହୋଇଯାଛନ୍ତି । ନିଖୋଜ ହେବାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ…

ଘଟଗାଁ ପୋଖରୀରେ‌ ଗାଧୋଇବା ବେଳେ ଗଭୀର ପାଣିରେ ବୁଡିଗଲେ ପୁଅଝିଅ ସହ ମା

ଘଟଗାଁ :  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପାଣୁପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।  ଗାଧୋଇବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ପୁଅଝିଅ ସହ ମା ର ମୃତ୍ୟୁ ଘଟିଛି ।  ମୃତକ ପ୍ରଫୁଲ୍ଲ ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼ ଓ ୭ ର୍ବଷ ର ପୁଅ ଓଁମ ପ୍ରକାଶ ମହାକୁଡ଼ ଓ ୫ ର୍ବଷର ଝିଅ…

ବ୍ରିଜ ଉପରେ ଥୁଆ ହୋଇଛି ସ୍କୁଟି, ଜୋତା, ଫୋନ୍ ହେଲେ କୁଆଡ଼େ ଚାଲିଗଲେ ମନ୍ଦାକିନୀ!

ବ୍ରିଜ ଉପରେ ଲାଗିଛି ଲୋକଙ୍କ ଗହଳି । ସମସ୍ତଙ୍କ ନଜର ପାଣି ଉପରେ । କାରଣ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଆଖି ଆଗରେ ନଦୀରେ ପଡିଗଲେ ମହିଳା । ବ୍ରିଜ ଉପରେ ସ୍କୁଟି, ଜୋତା, ମୋବାଇଲ୍ ଫୋନ୍ ସବୁ ଅଛି ହେଲେ ମହିଳା ଜଣକ ନାହାନ୍ତି । ପାଣି ଭିତରେ କୁଆଡେ ଉଭାନ୍‌ ହେଇଗଲେ ଯେ ଏବେ ଯାଏଁ…

ଗଣେଶ ମୂର୍ତ୍ତି ଭସାଣ ବେଳେ ଭାସିଗଲେ ୪ ଜଣ, ଦୁଇ ଛାତ୍ର ନିଖୋଜ

ମୟୂରଭଞ୍ଜ : ଗଣେଶ ମୂର୍ତ୍ତି ଭସାଣ ବେଳେ ଭାସିଗଲେ ୪ ଜଣ । ୨ ଶିକ୍ଷକ ଉଦ୍ଧାର । ଦୁଇ ଛାତ୍ର ନିଖୋଜ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ । ଉଦ୍ଧାର ୨ଜଣ ଶିକ୍ଷକ ହେଲେ ବାଲେଶ୍ଵର ଜିଲ୍ଲାର ବରପଦା ଥାନା ଅଞ୍ଚଳର…

ରିଲ୍ସ କରିବା ଚକ୍କରରେ ଗଙ୍ଗାରେ ବୁଡ଼ିଲେ ୬, ଦୁଇ ଉଦ୍ଧାର ୪ ନିଖୋଜ

ରିଲ୍ସର ନିଶା ଏବେ ଯୁବପିଢ଼ିଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି । ରିଲ୍ସ କରିବା ସମୟରେ ଲୋକମାନେ ଭଲ ସ୍ଥାନ ବାଛନ୍ତି । କିନ୍ତୁ ବେଳେବେଳେ ଲୋକମାନେ ରିଲ୍ସ କରିବା ପାଇଁ ଏମିତି ସ୍ଥାନ ବାଛନ୍ତି, ଯାହା ସେମାନଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟେ । ଏମିତି ଦୁର୍ଘଟଣାର ଖବର ଅନେକ ଥର…

ଚେନ୍ନାଇ: ମନ୍ଦିରର ପରମ୍ପରା ପାଇଁ ପୋଖରୀରେ ଘେରା କରିବାକୁ ଯାଇ ବୁଡିଗଲେ ୫ ଯୁବକ

ପୋଖରୀରେ ବୁଡି ଚାଲିଗଲା ୫ ଜୀବନ । ପୋଖରୀର ଜଣେ ବୁଡିଯାଉଥିବା ବେଳେ ଉଦ୍ଧାର କରିବାକୁ ଯାଇଅନ୍ୟ ୪ ଜଣ ବୁଡି ଯାଇଛନ୍ତି । ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ମୃତଦେହକୁ ପାଣିରୁ ବାହାର କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସପିଟାଲକୁ ପଠାଯାଇଛି । ତେବେ କେମିତି ଏଭଳି…

ପୋଖରୀକୁ ଯାଇଥିଲେ ଗାଧୋଇବା ପାଇଁ, ଖସିଗଲା ଗୋଡ: ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ

ଘଟଗାଁ (କେନ୍ୟୁଜ): ଗୋଡ ଖସି ପୋଖରୀର ଗଭୀର ପାଣିରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ଗ୍ରାମରେ । ମୃତ ମହିଳା ଗ୍ରାମର ଜିଙ୍ଗି ମୁଣ୍ଡା (୫୦) ବୋଲି ଜଣାପଡିଛି । ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଭୀର…

ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡି ଯୁବକ ମୃତ

ଯାଜପୁର ଟାଉନ(କେ ନ୍ୟୁଜ): ଗାଧୋଇବାକୁ ଯାଇ ନାଳରେ ବୁଡି ଜଣେ ମୃତ । ଜଣେ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ ଗ୍ରାମରେ । ମୃତ ଯୁବକ ହେଲେ ଉକ୍ତଗ୍ରାମର ରାଜେନ୍ଦ୍ର ପଲାଇଙ୍କ ପୁଅ…