Below header
Browsing Tag

drowning death in jajpur

କଦଳୀ ଭେଳାରେ ପାର ହେଉଥିବାବେଳେ ବୁଡି ଯାଇ ଦୁଇ ଭାଇ ମୃତ

ଯାଜପୁର: ବନ୍ଯା ଦାଉରୁ ମୁକୁଳିନଥିବା ବେଳେ ଯାଜପୁର ଜିଲ୍ଲା ବରୀରେ ଘଟିଛି ଆଉ ଏକ ଅଘଟଣ। ଏହି ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳ ଗାଁରେ ପାଟରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ଏହି ଗାଁର ଦୁଇଜଣ ଯୁବକ କଦଳୀ ଭେଳାରେ ପାଟ ଭିତରକୁ ଯାଉଥିବା ସମୟରେ ହଠାତ ଭେଳାଟି…

ଯାଜପୁର: କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର (କେନ୍ୟୁଜ): ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡ଼ିଆ ପଂଚାୟତର ବାଲିକୁଦା ଘାଟରେ। ମୃତକ ହେଲେ ବାଲିକୁଦା ଗ୍ରାମର କୁଳମଣି ପ୍ରଧାନ (୬୨)। ସେ ଆଜି ନଦୀକୁ ଶୌଚ ହେବାକୁ ଯିବା ସମୟରେ ଗୋଡ…