Browsing Tag

drug addiction

ନିଶା ଛଡାଉଛ ନା ନିର୍ଯାତନା ଦେଉଛ? ରାଜ୍ୟରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ବେଆଇନ ନଶା ନିବାରଣ କେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ନିଶା ନିବାରଣ କେନ୍ଦ୍ର। ଉଦ୍ଦେଶ୍ୟ ହେଉଛି ନିଶା ଛାଡ଼ି ପାରୁନଥିବା ଲୋକଙ୍କୁ ନିଶା ମୁକ୍ତ କରାଇବା । ସେମାନଙ୍କ ଭବିଷ୍ୟତ ଜୀବନକୁ ସୁଧାରିବା । ହେଲେ ଏହି କେନ୍ଦ୍ରଗୁଡ଼ିକରେ ପ୍ରକୃତରେ କଣ ଘଟୁଛି ତାକୁ ତଦାରଖ କରିବାକୁ କେହି…

ନିଶା ନିବାରଣ ପାଇଁ ଅଭିରାମଙ୍କ ଅଭିନବ ପ୍ରୟାସ: ଝାରସୁଗୁଡା ଦୁର୍ଲଗା ଗାଁରୁ ପୁରୀ ଅଭିମୁଖେ ଆରମ୍ଭ କଲେ ସଚେତନତା…

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁର ଅଭିରାମ ଶତପଥୀ । ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ବୟସ ପାଖାପାଖି ୬୩ ହେବ । ନିଶା ନିବାରଣ ପାଇଁ ଆରମ୍ଭ କରିଛନ୍ତି ସଚେତନତା ଯାତ୍ରା । ଅଭିରାମ ଆଜି ଦୁର୍ଲଗା ଗାଁରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି…