Below header

ନିଶା ନିବାରଣ ପାଇଁ ଅଭିରାମଙ୍କ ଅଭିନବ ପ୍ରୟାସ: ଝାରସୁଗୁଡା ଦୁର୍ଲଗା ଗାଁରୁ ପୁରୀ ଅଭିମୁଖେ ଆରମ୍ଭ କଲେ ସଚେତନତା ଯାତ୍ରା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁର ଅଭିରାମ ଶତପଥୀ । ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ବୟସ ପାଖାପାଖି ୬୩ ହେବ । ନିଶା ନିବାରଣ ପାଇଁ ଆରମ୍ଭ କରିଛନ୍ତି ସଚେତନତା ଯାତ୍ରା ।

ଅଭିରାମ ଆଜି ଦୁର୍ଲଗା ଗାଁରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଦୈନିକ ୩୦ କିଲୋମିଟର ଦୌଡିବେ । ଆଗାମୀ ୨୨ ତାରିଖରେ ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.