ରାଜ୍ୟରୁ ମୂଳପୋଛ ହେବ ଡ୍ରଗ୍ କାରବାର,ଗଠନ ହେଲା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରୁ ମୂଳପୋଛ ହେବ ଡ୍ରଗ୍ କାରବାର। ନିଶା କାରବାର ରୋକିବା ଓ ଚାଲାଣ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗଠନ ହୋଇଛି ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ। ପୂର୍ବତନ ଡିଜି ଅଭୟ ଏହାର ଅଧ୍ୟକ୍ଷ ଭାବେ ଟାସ୍କ ଫୋର୍ସ ମଙ୍ଗ ସମ୍ଭାଳିବେ। ଏଥିପାଇଁ ଏକ ବହୁ…