ରାତିରେ ଶୋଇବା ସମୟରେ ବାରମ୍ବାର ଗଳା ଶୁଖିଯାଉଛି କି ? ଜାଣନ୍ତୁ ଏହି ସମସ୍ୟାରୁ କିପରି ରକ୍ଷା ପାଇବେ
ଆମ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ଶୋଇବା ସମୟରେ ଗଳା ଶୁଖିଯିବାର ସମସ୍ୟା ରହିଛି । ରାତିରେ ଶୋଇବା ସମୟରେ ଯଦି ଆପଣ ହଠାତ୍ ଉଠି ଯାଆନ୍ତି, ତେବେ ଆପଣଙ୍କ ଗଳା ଶୁଖିଯିବାକୁ ଲାଗିଥାଏ । ଅଧିକାଂସ ବୃଦ୍ଧ ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ବୟସ ବଢିବା…