Browsing Tag

DSE odisha Teacher Recruitment 2022

ଓଡିଶାରେ ଖାଲିପଡିଛି ୧୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ, ଜାନୁଆରୀ ୩ରୁ କରନ୍ତୁ ଆବେଦନ

ନୂଆ ବର୍ଷରେ ଖୁସି ଖବର। ଶିକ୍ଷକ ହେବାକୁ ଇଚ୍ଛା ରଖିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡିଶା ଶିକ୍ଷା ଭର୍ତ୍ତି ୨୦୨୨ର ନୋଟିଫିକେସନ ଜାରି ହୋଇଛି। ଏହା ଅଧିନରେ ଓଡିଶାରେTGT ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ଭର୍ତ୍ତି ହେବେ। ଇଚ୍ଛୁକ…