Below header
Browsing Tag

due to low corporate tax excitement in share market

କର୍ପୋରେଟ ଟ୍ୟାକ୍ସ କମିବା ପରେ ସେୟାର ବଜାରରେ ଉତ୍ସାହ, ସେନ୍‌ସେକ୍‌ସ ୨ହଜାର ପଏଣ୍ଟ ଓ ନିଫ୍‌ଟି ୫ଶହ ପଏଣ୍ଟ ବୃଦ୍ଧି

ଜିଏସଟି କାଉନସିଲ ବୈଠକ ପୂୂର୍ବରୁ କମିଲା କର୍ପୋରେଟ ଟ୍ୟାକ୍ସ। ଏହାକୁ ନେଇ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ସେନ୍‌ସେକ୍‌ସ ୨୦୦୦ ପଏଣ୍ଟ ବୃଦ୍ଧି ହେବା ସହ ନିଫ୍‌ଟି ମଧ୍ୟ ୫ଶହ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକମାନେ ଗୋଟିଏ ଦିନରେ…