Below header
Browsing Tag

dundubhi river

ଜୁଆରିଆ ନଈ ଡୁବୁଡୁବି ଉପରେ ବିପଦ ପୂର୍ଣ୍ଣ ଯାତ୍ରା, ଶୀଘ୍ର ପୋଲ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବି

ବାଲେଶ୍ଵର(କେନ୍ଯୁଜ୍): ଜୁଆରିଆ ନଈ ଡୁବୁଡୁବି ଉପରେ ବିପଦ ପୂର୍ଣ୍ଣ ଯାତ୍ରା । ଗୋଟିଏ ଡଙ୍ଗାରେ ପାର ହେବା ପାଇଁ ନିର୍ଭର କରୁଛନ୍ତି ଗାଡ଼ି ମଣିଷ ସମସ୍ତେ । ଅପରପକ୍ଷେ ନଈ ଉପରେ ପୋଲ ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ପାଇଁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ କାମ ଆରମ୍ଭ ହୋଇଛି…